ଯେଉଁମାନଙ୍କ ଘରେ ରହିଥାଏ ଏହି ଦୋଷ, ତାଙ୍କୁ ମିଳି ନଥାଏ ଲକ୍ଷ୍ମୀ ମା’ଙ୍କର କୃପା

Vastu Tips: ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଅନେକ ଜିନିଷ ପ୍ରତି ସଚେତନ ରହିବାକୁ ପଡ଼ିବ । ଏହାପରେ ଲକ୍ଷ୍ମୀ ମାତାଙ୍କର କୃପା ବର୍ତ୍ତିତ ରହିବ। ମାତା ଲକ୍ଷ୍ମୀଙ୍କର ବାସ ଯେଉଁ ଘରରେ ହୁଏ ସେହି ଘରେ ସୁଖ, ସମୃଦ୍ଧିର ବାସ ହୁଏ। କିନ୍ତୁ ଯଦି କାହାର ଘରେ ବାସ୍ତୁ ଦୋଷ ରହିଥାଏ ତେବେ ସେହି ଘରେ ଲକ୍ଷ୍ମୀଙ୍କର ବାସ ହୋଇ ନଥାଏ । … Continue reading ଯେଉଁମାନଙ୍କ ଘରେ ରହିଥାଏ ଏହି ଦୋଷ, ତାଙ୍କୁ ମିଳି ନଥାଏ ଲକ୍ଷ୍ମୀ ମା’ଙ୍କର କୃପା