ଆଉ ଅଧିକ ଦିନ ନୁହେଁ: ନିଆରା ଆକୃତିର ଟି-ସେତୁ ଓଡ଼ିଶାର ସବୁଠାରୁ ଲମ୍ବା ସେତୁ

T-Setu: ମହାନଦୀ ଉପରେ ୩.୪ କିଲୋମିଟର ବିଶିଷ୍ଟ ଟି-ସେତୁ ଏବେ ଓଡ଼ିଶାର ସବୁଠାରୁ ଲମ୍ବା ପୋଲ। ତେବେ ଖୁବଶୀଘ୍ର ହୀରାକୁଦରେ ୪ କିଲୋମିଟରର ନୂଆ ପୋଲ ନିର୍ମାଣ ହେବ । ଯାହା ଟି-ସେତୁର ରେକର୍ଡ଼ ଭାଙ୍ଗିବ। କଟକ ଜିଲ୍ଲାର ମହାନଦୀ ଉପରେ ୩.୪ କିଲୋମିଟର ବ୍ୟାପୀ ଟି-ସେତୁ ସେତୁ ୨୦୨୧ ଡିସେମ୍ବର ଉଦ୍ ଘାଟନ ପରଠାରୁ ଓଡ଼ିଶାର ସବୁଠାରୁ ଲମ୍ବା ସେତୁର ମାନ୍ୟତା ପାଇଛି। ଗୋପୀନାଥପୁର, ବୈଦେଶ୍ୱର ଏବଂ ସିଂହନାଥ ପୀଠକୁ ସଂଯୋଗ କରୁଥିବା ଏହାର ସ୍ୱତନ୍ତ୍ର … Continue reading ଆଉ ଅଧିକ ଦିନ ନୁହେଁ: ନିଆରା ଆକୃତିର ଟି-ସେତୁ ଓଡ଼ିଶାର ସବୁଠାରୁ ଲମ୍ବା ସେତୁ