This superfood is called ‘food of the gods’, eating it can help keeps you alive for 150 years! ।। ଏହି ସୁପରଫୁଡ୍ କାଳେ ‘ଦେବତାଙ୍କ ଖାଦ୍ୟ’ ଯାହାକୁ ଖାଇଲେ ଦେଢ ଶହ ବର୍ଷ ବଞ୍ଚିବେ !

ଏହି ରହସ୍ୟମୟ ଜିନିଷକୁ ଦେବତାମାନଙ୍କର ଖାଦ୍ୟ କୁହାଯାଉଥିଲା। କୁହାଯାଉଥିଲା ଯେ ଏହାକୁ ଖାଇଲେ କୌଣସି ମଣିଷ ୧୦୦-୧୫୦ ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ସୁସ୍ଥ ଭାବେ ଜୀବନ ଯାପନ କରିପାରିବ। ତାକୁ କୌଣସି ରୋଗ ଟିକେ ବି ଛୁଇଁ ପାରିବ ନାହିଁ। ଭାରତ, ଚୀନ, ଆମେରିକା, ଇଟାଲୀ ସମେତ ସମଗ୍ର ବିଶ୍ୱରେ ସୁପରଫୁଡର ଢେର ଚାହିଦା ରହିଛି । ଏପରିକି ମିଶରର ଫାରୋ ସଭ୍ୟତାର ରାଜା-ମହାରାଜାମାନେ ମଧ୍ୟ ଏହାର ଦୀବାନା ଥିଲେ। ଛତୁର ପ୍ରଥମ ବ୍ୟବହାର ଚୀନରୁ ଆରମ୍ଭ … Continue reading This superfood is called ‘food of the gods’, eating it can help keeps you alive for 150 years! ।। ଏହି ସୁପରଫୁଡ୍ କାଳେ ‘ଦେବତାଙ୍କ ଖାଦ୍ୟ’ ଯାହାକୁ ଖାଇଲେ ଦେଢ ଶହ ବର୍ଷ ବଞ୍ଚିବେ !