ଲଞ୍ଚ ହେଉ ହେଉ ୨୦,୦୦୦ ବୁକିଂ, ଭାରତରେ ଚହଳ ପକାଇଛି ଏହି ଏସୟୁଭି

The Skoda Kylaq: ସ୍କୋଡ଼ା ଇଣ୍ଡିଆ ପକ୍ଷରୁ ନିକଟରେ ଲଞ୍ଚ ହୋଇଛି ଏକ ନୂଆ ଏସୟୁଭି। ମାତ୍ର କିଛି ଦିନ ମଧ୍ୟରେ ୨୦,୦୦୦ ଗାଡ଼ି ପାଇଁ ବୁକିଂ ହୋଇସାରିଛି। ଏବେବି ଭାରତୀୟ ବଜାରରେ ଏହି ଗାଡ଼ି ପ୍ରେବଶ କରିନାହିଁ। ତଥାପି ଲୋକମାନେ ଏହି ଗାଡ଼ି କିଣିବା ପାଇଁ ପ୍ରବଳ ଆଗ୍ରହ ଦେଖାଉଛନ୍ତି।  ସୋରୁମ ରେ ଏହି ଗାଡ଼ି ଦେଖିବା ପାଇଁ ମଧ୍ୟ ଗହଳି ଲାଗି ରହୁଛି। କାରଣ ଉକ୍ତ କାର କମ୍ପାନୀ ଭାରତରେ ପ୍ରଥମ କରି କୌଣସି … Continue reading ଲଞ୍ଚ ହେଉ ହେଉ ୨୦,୦୦୦ ବୁକିଂ, ଭାରତରେ ଚହଳ ପକାଇଛି ଏହି ଏସୟୁଭି