ତିରୁପତି ବାଲାଜୀ ମନ୍ଦିରର ଏହି ରହସ୍ୟ ଆପଣଙ୍କୁ କରିଦେବ ଆଶ୍ଚଯ୍ୟ

Tirupati Balaji Temple: ତିରୁପତି ବାଲାଜୀ ମନ୍ଦିର ବିଷୟରେ ଆପଣମାନେ ନିଶ୍ଚୟ ଶୁଣିଥିବେ। ପ୍ରତିଦିନ ସେଠାରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାବେଶ ହୋଇଥାଏ। ଏହାର ମହିମା ଆମ ସମସ୍ତଙ୍କୁ ଜଣା। ହେଲେ ଏହି ମନ୍ଦିରକୁ ଏପରି ଅନେକ ତଥ୍ୟ ରହିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। କୁହାଯାଏ ଯେ, ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀଙ୍କର ମୂର୍ତ୍ତିରେ ଲାଗିଥିବା କେଶ ବାସ୍ତବ ଅଟେ । ଏହି କେଶ କେବେ ବି ଖରାପ ହୁଏ ନାହିଁ ଏବଂ ସବୁବେଳେ ମୁଲାୟମ ରହେ। … Continue reading ତିରୁପତି ବାଲାଜୀ ମନ୍ଦିରର ଏହି ରହସ୍ୟ ଆପଣଙ୍କୁ କରିଦେବ ଆଶ୍ଚଯ୍ୟ