ବଜାରକୁ ଆସିଲା ନୂଆ ମିନି ରେଞ୍ଜ ରୋଭର

Mini Range Rover : ବିଶ୍ୱର ସବୁଠୁ ଲୋକପ୍ରିୟ ଏସୟୁଭି ଗାଡ଼ି ରେଞ୍ଜ ରୋଭର ବିଳାସ, ପ୍ରଦର୍ଶନ ଏବଂ ଅଫ୍ ରୋଡ୍ କ୍ଷମତାକୁ ନେଇ ଦୀର୍ଘ ଦିନ ଧରି ମାର୍କେଟରେ ରାଜୁତି କରୁଛି। ଲ୍ୟାଣ୍ଡରୋଭରର ଏକ ଫ୍ଲାଗସିପ୍ ମଡେଲ ଭାବରେ ଏହା ସାରା ବିଶ୍ୱରେ ପ୍ରିମିୟମ ଏସୟୁଭି ପାଇଁ ପରିଚିତ । ଅଧିକ ସୁଲଭ ବିଳାସପୂର୍ଣ୍ଣ ଯାନର ଚାହିଦା ବଢ଼ୁଥିବାରୁ ଲ୍ୟାଣ୍ଡରୋଭର ଇତି ମଧ୍ୟରେ ରେଞ୍ଜ ରୋଭର ଗାଡ଼ିର ଶସ୍ତା ଭାରିଏଣ୍ଟ ଲଞ୍ଚ କରି ଏକ ସାହସିକ … Continue reading ବଜାରକୁ ଆସିଲା ନୂଆ ମିନି ରେଞ୍ଜ ରୋଭର