ୟାସିନ ମଲିକର ୮୫ ପୃଷ୍ଠାର ସତ୍ୟପାଠ ଦ୍ୱାରା ହଟଚମଟ ସୃଷ୍ଟି ହୋଇଛି। ସତ୍ୟପାଠରେ ୟାସିନ ମଲିକ ଅନେକ ଚାଞ୍ଚଲ୍ୟକର ଦାବି କରିଛି। ଏହାରି ଭିତରେ ୟାସିନ ମଲିକ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ୟାସିନ ମଲିକ ଏକଦା ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (ଏଲଇଟି) ଆଗରେ ନିଜ ଜୀବନ ପାଇଁ ଭିକ୍ଷା ମାଗିଥିଲା। କାନ୍ଦି କାନ୍ଦି ତାକୁ ଛାଡ଼ି ଦେବାକୁ ହାଫିଜ ସଇଦକୁ ଅନୁରୋଧ କରିଥିଲା । ସୂଚନାଯୋଗ୍ୟ … Continue reading This Kashmiri leader cried in front of the Lashkar chief and asked to leave ।। ଲସ୍କର ମୁଖିଆ ଆଗରେ କାନ୍ଦି କାନ୍ଦି ଛାଡ଼ିଦେବାକୁ କହିଥିଲା ଏହି କାଶ୍ମୀର ନେତା
Copy and paste this URL into your WordPress site to embed
Copy and paste this code into your site to embed