ମହାକୁମ୍ଭକୁ ‘ମୃତ୍ୟୁ କୁମ୍ଭ’ କହିଲେ ମମତା ବାନାର୍ଜୀ

Mamata Banerjee: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିବାଦୀୟ ବୟାନ ଦେଇଛନ୍ତି । ଯୋଗୀ ଅଦିତ୍ୟନାଥଙ୍କ ସରକାରକୁ ଟାର୍ଗେଟ କରି ସେ ବିଧାନସଭାରେ ମହାକୁମ୍ଭକୁ ‘ମୃତ୍ୟୁ କୁମ୍ଭ’ ବୋଲି କହିଛନ୍ତି। ଏହାସହ ଭିଭିଆଇପିଙ୍କୁ ସୁବିଧା ଯୋଗାଇଦିଆ ଯାଉଥିବା ବେଳେ ସାଧାରଣ ଜନତାଙ୍କୁ ସେଠାରେ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି ବୋଲି ସେ ବିଧାନସଭାରେ କହିଛନ୍ତି । ପ୍ରୟାଗରାଜ ପରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଘଟଣା ସମ୍ପର୍କରେ ଉଲ୍ଲେଖ … Continue reading ମହାକୁମ୍ଭକୁ ‘ମୃତ୍ୟୁ କୁମ୍ଭ’ କହିଲେ ମମତା ବାନାର୍ଜୀ