ଡିଭୋର୍ସ ଦେଇ ପାର୍ଟନରଙ୍କ ଠାରୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର

Cricketers Divorce: ଭାରତୀୟ କ୍ରିକେଟ ଦଳର ତାରକା ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ଡିଭୋର୍ସ ଖବର ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଉଭୟଙ୍କ ନିକଟତର ବ୍ୟକ୍ତିଙ୍କ ଅନୁଯାୟୀ ଉଭୟ ଅଲଗା ହେବାକୁ ଯାଉଥିବା ବେଳେ କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି। ଉଭୟଙ୍କ ଡିଭୋର୍ସର କାରଣ ଜଣା ପଡି ନଥିଲେ ମଧ୍ୟ ସେମାନେ ଅଲଗା ହେଉଥିବା ସ୍ପଷ୍ଟ ହୋଇଛି। ଡିଭୋର୍ସ ନେଇଥିବା ଖେଳାଳିଙ୍କ ମଧ୍ୟରେ ଚହଲ ସାମିଲ ହେବାକୁ ଯାଉଥିବା … Continue reading ଡିଭୋର୍ସ ଦେଇ ପାର୍ଟନରଙ୍କ ଠାରୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର