ଏହି ପକ୍ଷୀ ନିଜ ଜୀବନକାଳରେ ଦୁଇଥର ନିଏ ଜନ୍ମ, ମରିବା ଆଗରୁ ବଢ଼ାଇଥାଏ ନିଜ ଆୟୁଷ

Eagle: ପୃଥିବୀରେ ଜନ୍ମିତ ପ୍ରତ୍ୟେକ ମନୁଷ୍ୟ ଓ ପ୍ରାଣୀ ମରିବା ନିଶ୍ଚିତ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବାକୁ ଯାଉଛୁ ଯାହାର ମୃତ୍ୟୁ ପୂର୍ବରୁ ପୁନର୍ଜନ୍ମ ହୋଇପାରିବ। ଜାଣନ୍ତୁ ଏହା କେଉଁ ପକ୍ଷୀ… ପୃଥିବୀରେ ଲକ୍ଷ ଲକ୍ଷ ପ୍ରଜାତିର ପ୍ରାଣୀ ଦେଖାଯାଆନ୍ତି। ପ୍ରତ୍ୟେକ ଜୀବର ନିଜସ୍ୱ ବିଶେଷତ୍ୱ ଅଛି। କିନ୍ତୁ ଏସବୁ ସତ୍ତ୍ୱେ, ଗୋଟିଏ ଧ୍ରୁବସତ୍ୟ ରହିଛି। ତାହା ହେଉଛି ‘ମୃତ୍ୟୁ’। ମଣିଷ ହୁଅନ୍ତୁ କିମ୍ବା ପୃଥିବୀରେ ଜନ୍ମ ହୋଇଥିବା ପ୍ରାଣୀ, … Continue reading ଏହି ପକ୍ଷୀ ନିଜ ଜୀବନକାଳରେ ଦୁଇଥର ନିଏ ଜନ୍ମ, ମରିବା ଆଗରୁ ବଢ଼ାଇଥାଏ ନିଜ ଆୟୁଷ