ପୂର୍ବତ୍ତନ ଋଷ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେବ ଘୋଷଣା କରିଛନ୍ତି ଯେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇସାରିଛି। ଦିମିତ୍ରୀ ମେଦଭେଦେବ ହେଉଛନ୍ତି ଋଷର ଜାତୀୟ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଏବଂ ପୁଟିନଙ୍କ ନିକଟତମ ଲୋକଙ୍କ ମଧ୍ୟରୁ ଜଣେ। ପୁଟିନ ତାଙ୍କର ଦୁଇଟି କାର୍ଯ୍ୟକାଳ ପୂରଣ କରିବା ପରେ ଦିମିତ୍ରୀ ମେଦଭେଦେବଙ୍କୁ ଋଷର ରାଷ୍ଟ୍ରପତି କରିଥିଲେ ଏବଂ ତାଙ୍କୁ ପୁଟିନଙ୍କ କାଠକଣ୍ଢେଇ ବୋଲି କୁହାଯାଏ। ସେଥିପାଇଁ ଯଦି ଦିମିତ୍ରୀ ମେଦଭେଦେବ ତୃତୀୟ ବିଶ୍ୱଯୁଦ୍ଧ ଘୋଷଣା କରିଛନ୍ତି, ତେବେ ଏହାକୁ ଗମ୍ଭୀରତାର … Continue reading Third World War Has Begun Statement By Former Russian President ।। ପୂର୍ବତନ ଋଷ ରାଷ୍ଟ୍ରପତିଙ୍କ ଚାଞ୍ଚଲ୍ୟକର ବୟାନ; ଆରମ୍ଭ ହୋଇଛି ତୃତୀୟ ବିଶ୍ୱଯୁଦ୍ଧ
Copy and paste this URL into your WordPress site to embed
Copy and paste this code into your site to embed