These Rules Changes from 1st September ।। ଆଜିଠୁ ବଦଳିଲା ବ୍ୟାଙ୍କ, ପୋଷ୍ଟାଲ ସହ ଏହି ନିୟମଗୁଡ଼ିକ

ଆଜିଠୁ ଅରମ୍ଭ ହୋଇଛି ସେପ୍ଟେମ୍ବର ମାସ। ତେବେ ମାସ ଆରମ୍ଭରୁ ବ୍ଯାଙ୍କ, ପୋଷ୍ଟାଲ, ଗ୍ଯାସ ଦର ସହ ଅନେକ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି ବା ହେବାକୁ ଯାଉଛି, ଯାହା ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବ। ଆସନ୍ତୁ ବିସ୍ତାରିତ ଭାବରେ ସେପ୍ଟେମ୍ବରରେ ହୋଇଥିବା ପରିବର୍ତ୍ତନ ବିଷୟରେ ଜାଣିବା… ଆଇଟିଆର ଫାଇଲ କରିବାର ଶେଷ ତାରିଖରେ ହୋଇଛି ପରିବର୍ତ୍ତନ। ଯେଉଁମାନେ ଆୟକର ରିଟର୍ଣ୍ଣ (ଆଇଟିଆର) ଫାଇଲିଂ କରିନାହାଁନ୍ତି, ସେମାନଙ୍କ ପାଇଁ ସରକାର … Continue reading These Rules Changes from 1st September ।। ଆଜିଠୁ ବଦଳିଲା ବ୍ୟାଙ୍କ, ପୋଷ୍ଟାଲ ସହ ଏହି ନିୟମଗୁଡ଼ିକ