ଘରର ତାପମାତ୍ରା କମେଇଥାଏ ଏହି ଇନଡୋର୍ ପ୍ଲାଣ୍ଟ

Plants for Summer : ଗରମଦିନ ଆରମ୍ଭ ହୋଇଛି। ଏହି ସମୟରେ କେବଳ ବାହାରର ତାପମାତ୍ରା ବଢିବାରେ ଲାଗି ନାହିଁ, ଘରର ତାପମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି । ଏହି ସମୟରେ ଘରକୁ ପ୍ରାକୃତିକ ଭାବରେ ଠଣ୍ଡା ରଖିବା ଏକ ବଡ଼ ଚ୍ୟାଲେଞ୍ଜ୍ ହୋଇଯାଏ। ତଥାପି, ଏସି ଓ କୁଲର କିଛି ସମୟ ପାଇଁ ଆରାମ ଦେଇଥାଏ, କିନ୍ତୁ ଦୀର୍ଘ ସମୟ ଧରି ଯଦି ଆପଣ ଘରକୁ ଠଣ୍ଡା ରଖିବାକୁ ଚେଷ୍ଟା କରିବେ, ତେବେ ସେଥିପାଇଁ ଅନେକ … Continue reading ଘରର ତାପମାତ୍ରା କମେଇଥାଏ ଏହି ଇନଡୋର୍ ପ୍ଲାଣ୍ଟ