ଶସ୍ତାରୁ ହିନସ୍ତା,ଚୀନ୍ ଅସ୍ତ୍ର କିଣି ପସ୍ତାଉଛନ୍ତି ଏହି ଆଠ ଦେଶ: ଚୀନ୍‍ ମାଲକୁ ନାହିଁ ଭରସା

ବିଶ୍ୱର ଅସ୍ତ୍ର ବାଣିଜ୍ୟରେ ଏକ ପ୍ରମୁଖ ଖେଳାଳିଭାବେ ଚୀନ୍‍ ଉଭା ହୋଇଛି, ବିଶ୍ୱବ୍ୟାପୀ ଦେଶମାନଙ୍କୁ ଅସ୍ତ୍ର ଯୋଗାଉଛି। କିନ୍ତୁ ସମସ୍ତ କ୍ରେତା ସନ୍ତୁଷ୍ଟ ନୁହନ୍ତି। ଆଜି ଆମେ ଚୀନ୍‍ରୁ ଅସ୍ତ୍ର କିଣି ଅସୁବିଧାର ସମ୍ମୁଖୀନ ହୋଇଥିବା ଆଠଟି ଦେଶର କଥା କହିବୁ, ଯେଉଁମାନେ ଚୀନ୍ ଅସ୍ତ୍ର କିଣି ଏବେ ପସ୍ତାଉଛନ୍ତି। ଆଉ ଭାରତରେ ଚୀନ୍ ମାଲକୁ ନେଇ ଭାରତରେ ପ୍ରଚଳିତ କଥା. ଚଲେ ତୋ ଚାନ୍ଦ ତକ୍.. ନହିଁ ତୋ ଶାମ୍ ତକ୍‍କୁ ମନେ ପକାଉଛନ୍ତି। ଏସିଆରୁ … Continue reading ଶସ୍ତାରୁ ହିନସ୍ତା,ଚୀନ୍ ଅସ୍ତ୍ର କିଣି ପସ୍ତାଉଛନ୍ତି ଏହି ଆଠ ଦେଶ: ଚୀନ୍‍ ମାଲକୁ ନାହିଁ ଭରସା