ପାକିସ୍ତାନୀ କ୍ଷେପଣାସ୍ତ୍ର ଟାର୍ଗେଟରେ ଓଡ଼ିଶାର ଏହି ସବୁ ଅଞ୍ଚଳ, ଯବାବ ଦେବାକୁ ଭାରତ ବି ପ୍ରସ୍ତୁତ

ଓଡ଼ିଶା, ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏକ ରାଜ୍ୟ, ସାମରିକ ଓ ଆର୍ଥନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହାର ଉପକୂଳବର୍ତ୍ତୀ ଅଞ୍ଚଳ, ଶିଳ୍ପାଞ୍ଚଳ ଏବଂ ପ୍ରତିରକ୍ଷା ସଂସ୍ଥାନଗୁଡ଼ିକ ଯୁଦ୍ଧ ପରିସ୍ଥିତିରେ ଶତ୍ରୁ ରାଷ୍ଟ୍ରମାନଙ୍କ ପାଇଁ ଟାର୍ଗେଟ ହୋଇପାରେ। ଏଭଳି ପରିସ୍ଥିତରେ ଯଦି ଭାରତ-ପାକିସ୍ତାନ ବିବାଦ ଆଗକୁ ବଢ଼େ ଓ ପୂର୍ଣ୍ଣଯୁଦ୍ଧରେ ପରିଣତ ହୁଏ,ତେବେ ପାକିସ୍ତାନ ଭାରତୀୟ ଅଞ୍ଚଳକୁ ଟାର୍ଗେଟ କରିବ। ଏମିତିରେ ପାକିସ୍ତାନୀ ଟାର୍ଗେଟ ଭିତରେ ଓଡ଼ିଶା ମଧ୍ୟ ରହିବ। ଆସନ୍ତୁ ଜାଣିବା ଯଦି ଯୁଦ୍ଧ ହୁଏ ତେବେ … Continue reading ପାକିସ୍ତାନୀ କ୍ଷେପଣାସ୍ତ୍ର ଟାର୍ଗେଟରେ ଓଡ଼ିଶାର ଏହି ସବୁ ଅଞ୍ଚଳ, ଯବାବ ଦେବାକୁ ଭାରତ ବି ପ୍ରସ୍ତୁତ