ଧନୀ ହେବା ପାଇଁ ଚାହୁଁଛନ୍ତି କି? ଆପଣାନ୍ତୁ ହର୍ଷ ଗୋଏଙ୍କାଙ୍କ ଏହି ୬ଟି ସହଜ ନିୟମ

Harsh Goenka: ହର୍ଷ ଗୋଏଙ୍କାଙ୍କର ବିତ୍ତଶାଳୀ ହେବାର ୬ ଉପାୟକୁ ଆପଣ ଅନୁସରଣ କରୁଛନ୍ତି କି ? ଯଦି ନୁହେଁ ତେବେ ତୁରନ୍ତୁ କରନ୍ତୁ ଫଲୋ । ଅର୍ଥନୈତିକ ସଂକଟର ଏହି ସମୟରେ ଆମେ ସମସ୍ତେ ଅର୍ଥ ରୋଜଗାର କରି ଧନୀ ହେବା ସହିତ ଆର୍ଥିକ ଶକ୍ତି ମଧ୍ୟ ଚାହୁଁଛୁ । ଶିଳ୍ପପତି ହର୍ଷ ଗୋଏଙ୍କାଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ଏହି ୬ଟି ନିୟମ ଆପଣଙ୍କ ପାଇଁ ସହାୟକ ସାବ୍ୟସ୍ତ ହୋଇପାରେ । ଆରପିଜି ଗ୍ରୁପର ଅଧ୍ୟକ୍ଷ ହର୍ଷ … Continue reading ଧନୀ ହେବା ପାଇଁ ଚାହୁଁଛନ୍ତି କି? ଆପଣାନ୍ତୁ ହର୍ଷ ଗୋଏଙ୍କାଙ୍କ ଏହି ୬ଟି ସହଜ ନିୟମ