These 4 documents which prove that you are a citizen of India ।। ଆପଣ ଭାରତୀୟ ବୋଲି ଏହି ୪ ଦସ୍ତାବିଜ୍ ପ୍ରମାଣିତ କରେ,ଆପଣଙ୍କ ପାଖରେ ଅଛି ତ ?

ବିହାରରେ ନିର୍ବାଚନ ପୂର୍ବରୁ ଭୋଟର ତାଲିକା ପରେ ନାଗରିକତା ପ୍ରମାଣର ମାମଲା ଗରମ ହୋଇଛି। ଆପଣ ଜାଣିଛନ୍ତି କି କେଉଁ ଦସ୍ତାବିଜ ଆପଣଙ୍କ ପାଖରେ ରହିବା ଆବଶ୍ୟକ, ଯାହା ପ୍ରମାଣ କରେ ଯେ ଆପଣ ଭାରତର ନାଗରିକ କି ନୁହେଁ? କିଛି ଦସ୍ତାବିଜ ଅଛି, ଯାହା ପ୍ରମାଣ କରେ ଯେ ଆପଣ ଏହି ଦେଶର ନାଗରିକ। ଭାରତରେ ଅନେକ ସମୟରେ ଲୋକେ ଆଧାର କାର୍ଡ, ଭୋଟର ଆଇଡି କିମ୍ବା ପାସପୋର୍ଟକୁ ନାଗରିକତା ପ୍ରମାଣ ଭାବୁଛନ୍ତି, କିନ୍ତୁ ବାସ୍ତବତା … Continue reading These 4 documents which prove that you are a citizen of India ।। ଆପଣ ଭାରତୀୟ ବୋଲି ଏହି ୪ ଦସ୍ତାବିଜ୍ ପ୍ରମାଣିତ କରେ,ଆପଣଙ୍କ ପାଖରେ ଅଛି ତ ?