These 12 infrastructure initiatives of Mohan government will change the future of Odisha ।। ମୋହନ ସରକାରଙ୍କ ଏହି ୧୨ଟି ଭିତ୍ତିଭୂମି ପଦକ୍ଷେପ, ବଦଳାଇ ଦେବ ଓଡ଼ିଶାର ଭାଗ୍ୟ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର ଭିଜନ ୨୦୩୬ ଏବଂ ପରବର୍ତ୍ତୀ ଲକ୍ଷ୍ୟ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପଦକ୍ଷେପ ଆରମ୍ଭ କରିଛନ୍ତି। ରାସ୍ତା, ବନ୍ଦର, ମେଟ୍ରୋ ଠାରୁ ଆରମ୍ଭ କରି ବିମାନବନ୍ଦର ପର୍ଯ୍ୟନ୍ତ, ମାଝୀ ସରକାର ଓଡ଼ିଶାର ଭବିଷ୍ୟତକୁ ପରିବର୍ତ୍ତନ କରିବା ପାଇଁ ଯେଉଁ ୧୨ଟି ମେଗା ପ୍ରକଳ୍ପ ଘୋଷଣା କରିଛନ୍ତି ତାହା ଗେମ ଚେଞ୍ଜର ହୋଇପାରେ। ଓଡ଼ିଶା ସରକାରଙ୍କ ଦ୍ୱାରା ସମ୍ପ୍ରତି ଘୋଷିତ ପ୍ରମୁଖ ବିକାଶ ଯୋଜନା ଗୁଡ଼ିକ ହେଉଛି: ୧. … Continue reading These 12 infrastructure initiatives of Mohan government will change the future of Odisha ।। ମୋହନ ସରକାରଙ୍କ ଏହି ୧୨ଟି ଭିତ୍ତିଭୂମି ପଦକ୍ଷେପ, ବଦଳାଇ ଦେବ ଓଡ଼ିଶାର ଭାଗ୍ୟ