ଥର୍ମାଲ ସ୍ପ୍ରେ କନ୍‌ଫରେନ୍ସ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟାରେ ନୂତନ ଅଧ୍ୟାୟ ସୃଷ୍ଟି କରିବ: ରାଜ୍ୟପାଳ

Thermal spray: ଶିଳ୍ପ ଦକ୍ଷତା ଉନ୍ନତିରେ ଏହା ମହତ୍ୱପୂର୍ଣ୍ଣ ଅବଦାନ ରଖେ ଥର୍ମାଲ୍ ସ୍ପ୍ରେ କନଫରେନ୍ସ୍ ଭବିଷ୍ୟତ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି । ଶୁକ୍ରବାର ସିଏସ୍‌ଆଇଆର (କାଉନ୍‌ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ) – ଆଇଏମ୍‌ଏମ୍‌ଟି (ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲସ୍ ଆଣ୍ଡ ମେଟେରିଆଲସ୍ ଟେକ୍ନୋଲୋଜି) ଓ ଇଣ୍ଡିଆନ୍ ଥର୍ମାଲ ସ୍ପ୍ରେ ଆସୋସିଏସନର ମିଳିତ ସହଯୋଗରେ ସିଏସ୍‌ଆଇଆର … Continue reading ଥର୍ମାଲ ସ୍ପ୍ରେ କନ୍‌ଫରେନ୍ସ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟାରେ ନୂତନ ଅଧ୍ୟାୟ ସୃଷ୍ଟି କରିବ: ରାଜ୍ୟପାଳ