ସିଏମଓରେ ହେବ ବଡ଼ ପରିବର୍ତ୍ତନ; ହଟିବେ ବଡ଼ ଅଧିକାରୀ
ପାୱାର କରିଡରରେ ଏବେ ବଡ଼ ଚର୍ଚ୍ଚା। ସିଏମଓରେ ଚୌକି ମାଡ଼ି ବସି ରାଜ୍ୟର ବିକାଶମୂଳକ କାମରେ ବାଧକ ସାଜିଥିବା ବଡ଼ ଆଇଏଏସ ପଦାଧିକାରୀ ନିକୁଞ୍ଜ ବିହାରୀ ଧଳ ହଟିବେ। ତାଙ୍କର କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ସରକାରୀ ନିର୍ଦ୍ଦେଶନାମା ଦିନେ କି ଦୁଇଦିନ ମଧ୍ୟରେ ବାହାରି ପାରେ ବୋଲି ଆଇଏଏସ୍ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଚର୍ଚ୍ଚା ଅନୁସାରେ ଗତ ନିର୍ବାଚନରେ ବିଜେଡି ପାଇଁ ଅଡୁଆ ସୃଷ୍ଟି କରିଥିବା ନିକୁଞ୍ଜ ବିହାରୀ ଧଳ ବିଜେପି କ୍ଷମତାକୁ … Continue reading ସିଏମଓରେ ହେବ ବଡ଼ ପରିବର୍ତ୍ତନ; ହଟିବେ ବଡ଼ ଅଧିକାରୀ
Copy and paste this URL into your WordPress site to embed
Copy and paste this code into your site to embed