There was no tradition of sacrificing cows in Islam ।। ଇସଲାମରେ ଗାଈମାନଙ୍କୁ ବଳି ଚଢ଼େଇବା ପରମ୍ପରା ହିଁ ନ ଥିଲା

ଇସଲାମର ଜନ୍ମସ୍ଥଳୀ ଆରବ। ସେଠି ଗାଈ ଗୋରୁ ନ ଥାନ୍ତି। ଇସଲାମରେ ଗାଈମାନଙ୍କୁ ବଳି ଚଢ଼େଇବା ପରମ୍ପରା ହିଁ ନ ଥିଲା । ସେଠି ଓଟ ଛେଳି ମେଣ୍ଢା ବଳିଦେବାର ପରମ୍ପରା ରହିଛି । ଭାରତର ମୁସଲିମ ପୂର୍ବରୁ ସବୁ ହିନ୍ଦୁ ଥିଲେ । କାଁ ଭାଁ କିଛି ହିନ୍ଦୁଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଗୋମାଂସ ଖାଆନ୍ତି ନାହିଁ । ଆର୍ଯ୍ୟ ଜୀବନ ଶୈଳୀରେ ଗାଈ ଅର୍ଥନୈତିକ ସାମାଜିକ ଜୀବନର ଏକ ପ୍ରମୁଖ ଭୂମିକା ଗ୍ରହଣ କରେ … Continue reading There was no tradition of sacrificing cows in Islam ।। ଇସଲାମରେ ଗାଈମାନଙ୍କୁ ବଳି ଚଢ଼େଇବା ପରମ୍ପରା ହିଁ ନ ଥିଲା