Budget 2025: ଓଡ଼ିଶାର ପୁରୀଠାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନଫିଲ୍ଡ ବିମାନ ବନ୍ଦର ପାଇଁ କୌଣସି ବଜେଟ୍ ଆବଣ୍ଟନ ଘୋଷଣା କରାଯାଇନାହିଁ। ବିହାରର ପାଟନାଠାରେ ଆଇଆଇଟିର ଅତିରିକ୍ତ ଭିତ୍ତିଭୂମୀ ନିର୍ମାଣ କରାଯିବ। ଏହି କ୍ରମରେ ଏଠାରେ ୬ ହଜାର ୫୦୦ ଶିକ୍ଷାର୍ଥୀଙ୍କୁ ଲାଭ ମିଳିବ। ନିକଟରେ ଓଡ଼ିଶାରେ ନିର୍ବାଚନ ଜିତି ସରକାର ଗଢ଼ିଥିବା ବିଜେପି କେନ୍ଦ୍ର ବଜେଟ୍ ୨୦୨୫-୨୬ରେ ରାଜ୍ୟ ପାଇଁ କୌଣସି ସ୍ୱତନ୍ତ୍ର ଯୋଜନା ବା ଘୋଷଣା କରିନାହିଁ। ଅନ୍ୟପକ୍ଷରେ ବିହାର, ଆସାମ, ଉତ୍ତର ପୂର୍ବାଞ୍ଚଳ, ଗୁଜୁରାଟ … Continue reading ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ
Copy and paste this URL into your WordPress site to embed
Copy and paste this code into your site to embed