କଂଗ୍ରେସ ଭିତରେ ଲାଗିଛି ନିଆଁ! ପିସିସି ସଭାପତି ବଦଳିବା ନେଇ ବଢ଼ିଲା ଚର୍ଚ୍ଚା || There is a fire inside the Congress! Discussions are growing about changing the PCC president.

ଓଡ଼ିଶା ରାଜନୀତିର ସବୁଠାରୁ ପୁରୁଣା ଦଳ କଂଗ୍ରେସ ଭିତରେ ଏବେ ଏମିତି ଏକ ଝଡ଼ ସୃଷ୍ଟି ହୋଇଛି, ଯାହା ଦଳର ଭବିଷ୍ୟତକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିର୍ବାଚନ ସରିଯାଇଛି, ରାଜ୍ୟରେ ନୂଆ ସରକାର ଗଠନ ହୋଇସାରିଛି। ବିଜେଡି ନିଜର ଆଭ୍ୟନ୍ତରୀଣ ସମୀକ୍ଷା କରୁଛି, ବିଜେପି ଶାସନ ଗାଦି ସମ୍ଭାଳୁଛି। କିନ୍ତୁ କଂଗ୍ରେସ? କଂଗ୍ରେସ ଭିତରେ ଏବେ ଆତ୍ମସମୀକ୍ଷା କମ୍, ବରଂ ଗୋଷ୍ଠୀ କନ୍ଦଳ ଏବଂ ବିବାଦ ସୀମା ପାର୍ କରିସାରିଛି। ଏହା ଆମେ କହୁନୁ, … Continue reading କଂଗ୍ରେସ ଭିତରେ ଲାଗିଛି ନିଆଁ! ପିସିସି ସଭାପତି ବଦଳିବା ନେଇ ବଢ଼ିଲା ଚର୍ଚ୍ଚା || There is a fire inside the Congress! Discussions are growing about changing the PCC president.