ଏଇଠି ରହିଛି ପୃଥିବୀର ମହାସାଗରଠାରୁ ୧୪୦ଲକ୍ଷ କୋଟି ଗୁଣ ଅଧିକ ଜଳ !

140 trillion times more water than the Earth’s oceans!କୁହାଯାଉଛି ଯେ ଏହି ମହାସାଗର ଏତେ ବିଶାଳ ଯେ ଏଥିରେ ପୃଥିବୀର ସମସ୍ତ ମହାସାଗରର ଜଳ ଠାରୁ ୧୪ ଟ୍ରିଲିୟନ (୧୪୦ ଲକ୍ଷ କୋଟି) ଗୁଣ ଅଧିକ ଜଳ ରହିଛି। କାଲିଫର୍ଣ୍ଣିଆର ପାସାଡେନାସ୍ଥିତ ନାସାର ଜେଟ୍ ପ୍ରୋପଲସନ ଲାବୋରେଟୋରିର ବୈଜ୍ଞାନିକ ମ୍ୟାଟ୍ ବ୍ରାଡଫୋର୍ଡ ଏହାକୁ ଆବିଷ୍କାର କରିଛନ୍ତି। ବ୍ରହ୍ମାଣ୍ଡ ଶେଷ ହେଉ ବା ନ ହେଉ, ଏହାର ରହସ୍ୟର ଅନ୍ତ ନାହିଁ। ନିକଟରେ ବୈଜ୍ଞାନିକମାନେ ମହାକାଶରେ … Continue reading ଏଇଠି ରହିଛି ପୃଥିବୀର ମହାସାଗରଠାରୁ ୧୪୦ଲକ୍ଷ କୋଟି ଗୁଣ ଅଧିକ ଜଳ !