ଓଡ଼ିଶାରେ ତିନି ପ୍ରମୁଖ ରାଜନୈତିକ ଦଳର ମୁଖ୍ୟ କେହି ନାହାଁନ୍ତି

ବିଗତ କିଛି ଦିନ ହେବ ଓଡ଼ିଶା ରାଜନୀତିରେ ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି। ରାଜ୍ୟର ତିନିଟି ଯାକ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସର ନିର୍ବାଚିତ ସଭାପତି କେହି ନାହାଁନ୍ତି। ନୂଆ ସଭାପତି କିଏ ହେବେ ସେ ନେଇ ଦୀର୍ଘ ଦିନ ଧରି ଦଳୀୟ ନେତାମାନଙ୍କ ମଧ୍ୟରେ ଦଳୀୟ କନ୍ଦଳ ଏପରି ଉଗ୍ର ରୂପ ଧାରଣ କରିଛି ଯାହା ଫଳରେ ଅନିଶ୍ଚିତତା ଲାଗି ରହିଛି। ଭାରତୀୟ ଜାତୀୟ କଂଗ୍ରେସ ପିସିସି ପଦ ଦୀର୍ଘ ସାତମାସ ଧରି … Continue reading ଓଡ଼ିଶାରେ ତିନି ପ୍ରମୁଖ ରାଜନୈତିକ ଦଳର ମୁଖ୍ୟ କେହି ନାହାଁନ୍ତି