ଏହି ଦେଶରେ ମଣିଷ ଅପେକ୍ଷା ଅଧିକ ଘୋଡା ରହିଛନ୍ତି, ଜାଣନ୍ତୁ କ’ଣ ରହିଛି ସଂଖ୍ୟା ?

Mongolia: ପୃଥିବୀରେ ମଣିଷ ସମେତ ଅସଂଖ୍ୟ ପ୍ରାଣୀ ବାସ କରୁଛନ୍ତି । ଏହି ପଶୁମାନଙ୍କ ମଧ୍ୟରୁ କେତେକ ଅଛନ୍ତି, ଯାହା ସେମାନଙ୍କର ବୈଶିଷ୍ଟ ପାଇଁ ବେଶ ଜଣାଶୁଣା । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ମଣିଷ ଅପେକ୍ଷା ଏହି ପଶୁ ଅଧିକ ଦେଖାଯାନ୍ତି । କ‘ଣ ଆପଣ ଜାଣନ୍ତି, ଏମିତି ଏକ ଦେଶ ଅଛି ଯେଉଁଠାରେ ମଣିଷ ଅପେକ୍ଷା ଅଧିକ ଘୋଡା ଅଛି? ମୋଙ୍ଗୋଲିଆ ହେଉଛି ଏପରି … Continue reading ଏହି ଦେଶରେ ମଣିଷ ଅପେକ୍ଷା ଅଧିକ ଘୋଡା ରହିଛନ୍ତି, ଜାଣନ୍ତୁ କ’ଣ ରହିଛି ସଂଖ୍ୟା ?