ଏବେ ୧ ଲକ୍ଷ ଟଙ୍କାରୁ କମରେ ମିଳିବ ଅନେକ ସ୍କୁଟର ଏବଂ ବାଇକ

ନୂଆ ବର୍ଷ ହେଉ କିମ୍ବା କୌଣସି ଫେଷ୍ଟିଭ୍ ସିଜିନ୍ ହେଉ, ଲୋକେମାନେ ଏହାକୁ ବହୁତ ଧୁମଧାମରେ ପାଳନ କରନ୍ତି । ଏହି ଅବସରରେ ଲୋକେମାନେ ନିଜ ଘର ପାଇଁ କିଛି ନୂଆ ଜିନିଷ କିମ୍ବା ନୂଆ ଗାଡି ଆଣିବା ପାଇଁ ମଧ୍ୟ ପ୍ଲାନ୍ କରିଥାନ୍ତି । ଭାରତୀୟ ବଜାରରେ ଅନେକ ଗାଡି ରହିଛି, ଯାହାକୁ ଆପଣ ଘରକୁ ଆଣି ଆପଣଙ୍କ ଖୁସିକୁ ବଢ଼ାଇପାରିବେ । ୧ ଲକ୍ଷ ଟଙ୍କା ମଧ୍ୟରେ ଉପଲବ୍ଧ ମୋଟରସାଇକେଲ୍ ଏବଂ ସ୍କୁଟର ବିଷୟରେ … Continue reading ଏବେ ୧ ଲକ୍ଷ ଟଙ୍କାରୁ କମରେ ମିଳିବ ଅନେକ ସ୍କୁଟର ଏବଂ ବାଇକ