ବାପାଙ୍କୁ କ୍ୟାନ୍ସର, ଘରେ ଖାଦ୍ୟର ଅଭାବ… ଏପରି ଝିଅ ଟିସିଏସ୍‌ ରେ ‘କର୍ପୋରେଟ୍ ଜିହାଦ’ର ଶିକାର || The young woman has been a victim of TCS’s ‘corporate jihad’

ମହାରାଷ୍ଟ୍ରର ନାସିକ୍‌ରେ ଥିବା ଟିସିଏସ୍ କମ୍ପାନୀରେ ମହିଳା କର୍ମଚାରୀଙ୍କ ଧର୍ମାନ୍ତରୀକରଣ ଏବଂ ଯୌନ ଶୋଷଣ ମାମଲାରେ ଜୋରଦାର ଚାଲିଛି ତଦନ୍ତ । ତେବେ ଏ ନେଇ ଅନେକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି । ଏଠାରେ କାମ କରୁଥିବା ଜଣେ ଯୁବତୀ ତାଙ୍କ କର୍କଟ ପୀଡିତ ପିତାଙ୍କ ଚିକିତ୍ସା ପାଇଁ କର୍ପୋରେଟ୍ ଜିହାଦର ସମ୍ମୁଖୀନ ହୋଇଥିଲେ । ପୀଡିତା ତାଙ୍କ ପିତାଙ୍କ କେମୋଥେରାପି ଓ ଔଷଧ ପାଇଁ ଟଙ୍କାର ଆବଶ୍ୟକତା ହେତୁ ମାନସିକ ନିର୍ଯାତନା ଏବଂ ଅପମାନ … Continue reading ବାପାଙ୍କୁ କ୍ୟାନ୍ସର, ଘରେ ଖାଦ୍ୟର ଅଭାବ… ଏପରି ଝିଅ ଟିସିଏସ୍‌ ରେ ‘କର୍ପୋରେଟ୍ ଜିହାଦ’ର ଶିକାର || The young woman has been a victim of TCS’s ‘corporate jihad’