ଲଞ୍ଚ ହେଲା ଦୁନିଆର ପ୍ରଥମ ସୋଲାର୍ କାର୍, କମ୍ ଦାମରେ ମିଳିବ ବଢିଆ ଫିଚର୍ସ

ଅଟୋ ଇଣ୍ଡଷ୍ଟ୍ରିରେ ଗୋଟିଏ ପରେ ଗୋଟିଏ ନୂଆ ଲଞ୍ଚ ଦେଖିବାକୁ ମିଳୁଛି । ଏହି ସିରିଜରେ ଏକ ପୁଣେ ବେସ୍ଡ ଇଲେକ୍ଟ୍ରିକ ଗାଡ଼ି ଷ୍ଟାର୍ଟ ଅପ୍ କମ୍ପାନୀ ଭାରତର ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ ଦେଶର ପ୍ରଥମ ସୋଲାର୍ ଚାଳିତ କାର ଲଞ୍ଚ କରିଛି । ଏହି କାରର ନାମ ହେଉଛି Vayve Eva । ଏହି କାରଟି ୩ ମିଟର ଛୋଟ ଏବଂ ଏହାର ମୂଲ୍ୟ ୩.୨୫ ଲକ୍ଷ ଟଙ୍କା । ଏହି ଇଲେକ୍ଟ୍ରିକ୍ କାର … Continue reading ଲଞ୍ଚ ହେଲା ଦୁନିଆର ପ୍ରଥମ ସୋଲାର୍ କାର୍, କମ୍ ଦାମରେ ମିଳିବ ବଢିଆ ଫିଚର୍ସ