ଗୀତାର ବାଣୀ; ଅଭିଯୁକ୍ତକୁ କଲା ନିର୍ଦ୍ଦୋଷ

ମାମଲା ରଦ୍ଦ କଲେ ହାଇକୋର୍ଟ ଗୀତାର ବାଣୀ ଜଣେ ଅଭିଯୁକ୍ତକୁ ନିର୍ଦ୍ଦୋଷ କରିଛି। ମାମଲାର ବିଚାର କରୁଥିବା ବିଚାରପତି ଗୀତାର ବାଣୀକୁ ମାନି ଅଭିଯୁକ୍ତ ବିରୋଧରେ ଥିବା ସମସ୍ତ ମାମଲାକୁ ରଦ୍ଦ କରିଛ଼ନ୍ତି। ଏପରି ଏକ ଐତିହାସିକ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ବେଆଇନ ଭାବେ ଜମି ଅଧିଗ୍ରହଣ ପାଇଁ କ୍ଷତିପୂରଣ ପାଇବା ଅଭିଯୋଗରେ ଓଡ଼ିଶା ହାଇକୋର୍ଟ ଜଣେ ସମାନ ନାମଧାରୀ ବ୍ୟକ୍ତି’ଙ୍କ ବିରୋଧରେ ହୋଇଥିବା ଅପରାଧୀକ ମାମଲାକୁ ଖାରଜ କରିଦେଇଛନ୍ତି। ପ୍ରକୃତ ହିତାଧିକାରୀଙ୍କ ସହ ସମାନ … Continue reading ଗୀତାର ବାଣୀ; ଅଭିଯୁକ୍ତକୁ କଲା ନିର୍ଦ୍ଦୋଷ