The wall of separation between God and devotee ।। ଭଗବାନ ଓ ଭକ୍ତ ମଝିରେ ପାଢ଼ୀ ପାଚେରୀ
ଭଗବାନଙ୍କର ଯଦି କିଛି ଅତିପ୍ରିୟ ଥାଏ, ତାହା ହେଲା ଭକ୍ତ। ଭଗବାନଙ୍କ ସହିତ ଭକ୍ତଙ୍କର ସହଜ ମିଳନ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସୃଷ୍ଟି ହୋଇଛି । କିନ୍ତୁ ବର୍ତ୍ତମାନର ମନ୍ଦିର ପ୍ରଶାସନ କିଛି ଲାଭଖୋର ହୋଟେଲ ବ୍ୟବସାୟୀଙ୍କ ଏଜେଣ୍ଟ ସାଜି ଭକ୍ତମାନଙ୍କ ଉପରେ ମୋଗଲ କାଳ ଭଳି ଜିଜିଆ କର ବସାଇଛନ୍ତି। ଯେଉଁ ଭକ୍ତମାନେ ବାହାରୁ ଆସିବେ ସେମାନେ ସୁଲଭ ଦରରେ ରହିବା ପାଇଁ ଭକ୍ତ ନିବାସ ସରକାର ତିଆରି କରିଛନ୍ତି। କିନ୍ତୁ ବର୍ତ୍ତମାନର … Continue reading The wall of separation between God and devotee ।। ଭଗବାନ ଓ ଭକ୍ତ ମଝିରେ ପାଢ଼ୀ ପାଚେରୀ
Copy and paste this URL into your WordPress site to embed
Copy and paste this code into your site to embed