The victim face a political conspiracy।। ରାଜନୀତିର ଶିକାର ହେଲେ ପୀଡ଼ିତା

ଗିରଫ ହେଲେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାର ଦୁଇ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ଫକୀର ମୋହନ କଲେଜ ବିଇଡି ବିଭାଗ ଏଚଓଡି ସମୀର କୁମାର ସାହୁ ଓ ସହଯୋଗୀ ଅଭିଯୁକ୍ତ ପୂର୍ବଚନ ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ଘୋଷ। ସୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଏଚଓଡି ଭାବେ ଦୁଇ ଜଣଙ୍କ ଅଖଣ୍ଡ କ୍ଷମଚା। କାହାକୁ ପାସ କରିବେ, କାହାକୁ ଫେଲ କରିବେ, କାହାକୁ ଦଣ୍ଡ ଦେବେ ବା କାହାକୁ ପୁରସ୍କାର ଦେବେ, ଏହା ଥିଲା ସେମାନଙ୍କ … Continue reading The victim face a political conspiracy।। ରାଜନୀତିର ଶିକାର ହେଲେ ପୀଡ଼ିତା