“The vacuum period in BJP’s politics” ।। ବିଜେପିରେ ରାଜନୀତିର ‘ଶୂନ୍ୟକାଳ’

ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ସମାପ୍ତ ହୋଇଛି, କିନ୍ତୁ ରାଜଧାନୀ ଭୁବନେଶ୍ୱରର ରାଜନୈତିକ ପାଣିପାଗ ଏବେ ମଧ୍ୟ ଉଷ୍ମ ରହିଛି। ସାଧାରଣତଃ ଅଧିବେଶନ ଶେଷ ହେବା ପରେ ଶାସକ ଦଳ ତା’ର ଆଭ୍ୟନ୍ତରୀଣ ସନ୍ତୁଳନ ଏବଂ ପ୍ରଶାସନିକ ଢାଞ୍ଚାକୁ ସୁଦୃଢ଼ କରିବା ଦିଗରେ ମନୋନିବେଶ କରିଥାଏ। ତେବେ ଏଥର ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ଭିନ୍ନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦଳର ରାଜ୍ୟସଭାପତି ମନମୋହନ ସାମଲଙ୍କ ନେତୃତ୍ୱାଧୀନ ନୂତନ ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବାର ଦୀର୍ଘ … Continue reading “The vacuum period in BJP’s politics” ।। ବିଜେପିରେ ରାଜନୀତିର ‘ଶୂନ୍ୟକାଳ’