ଭାରତକୁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର କୁହାଯାଏ । କିନ୍ତୁ ଏହି ଗଣତନ୍ତ୍ରରେ ଜଣେ ଭାରତୀୟ ଭୋଟରଙ୍କ ସ୍ୱର ଜଣେ ପାକିସ୍ତାନୀ କିମ୍ବା ବାଂଲାଦେଶୀ ଭୋଟରଙ୍କ ତୁଳନାରେ ଯଥେଷ୍ଟ ଦୁର୍ବଳ । ଏହା କୌଣସି ରାଜନୈତିକ ଭାଷଣ ନୁହେଁ, ବରଂ ଗାଣିତିକ ସତ୍ୟ । ସଂସଦରେ ଜଣେ ପ୍ରତିନିଧି କେତେ ଜଣ ଜନସାଧାରଣଙ୍କ ସ୍ୱରକୁ ବହନ କରୁଛନ୍ତି, ତାହାହିଁ ସ୍ଥିର କରେ ସେହି ଦେଶର ଗଣତାନ୍ତ୍ରିକ ଶକ୍ତି । ଦୁର୍ଭାଗ୍ୟବଶତଃ, ଭାରତରେ ଏହି ସନ୍ତୁଳନ ବିଗତ ୫୦ ବର୍ଷ … Continue reading ଲୋକତନ୍ତ୍ରର ‘ଅସମାନ’ ସମୀକରଣ: କ’ଣ ରହିଛି ସାଧାରଣରେ ଭୋଟ୍ର ମୂଲ୍ୟ ? || The ‘unequal’ equation of democracy: What is the value of a vote in general?
Copy and paste this URL into your WordPress site to embed
Copy and paste this code into your site to embed