‘ୟୁଟ୍ୟୁବ୍ ଭିଡିଓରୁ ଶିଖିଲେ ସୁନା ଲୁଚାଇବାର ଟ୍ରିକ

Ranya Rao case: ଜଣେ ବରିଷ୍ଠ ପୁଲିସ କର୍ମଚାରୀଙ୍କ ଝିଅ ତଥା ଅଭିନେତ୍ରୀ ରଣୟା ରାଓଙ୍କୁ ୧୨.୫୬ କୋଟି ଟଙ୍କାର ସୁନା ବାର୍ ସହ ଗିରଫ ହେବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ ମାଷ୍ଟରମାଇଣ୍ଡ ଓ ବଡ଼ ଧରଣର ଚୋରା ଚାଲାଣ ରାକେଟ୍ କୁ ଠାବ କରିପାରିନାହିଁ। କନ୍ନଡ ଅଭିନେତ୍ରୀ ରଣୟା ରାଓଙ୍କ ସହ ଜଡିତ ସୁନା ଚୋରା ଚାଲାଣ ମାମଲାରେ ସାମ୍ନାକୁ ଆସିଥିବା ବିବରଣୀ କୌଣସି ଲୁଟେରାଙ୍କ ଠାରୁ କମ୍ ନୁହେଁ, ତଦନ୍ତକାରୀଙ୍କ ନିକଟରେ … Continue reading ‘ୟୁଟ୍ୟୁବ୍ ଭିଡିଓରୁ ଶିଖିଲେ ସୁନା ଲୁଚାଇବାର ଟ୍ରିକ