The three parties’ Nuapada strategies are changing. II ବଦଳୁଛି ତିନି ଦଳର ନୂଆପଡ଼ା ରଣନୀତି

ଆଉମାତ୍ର ତିନି ସପ୍ତାହର ଅପେକ୍ଷା। ତିନି ସପ୍ତାହ ପରେ ନୂଆପଡ଼ାକୁ ନୂଆ ବିଧାୟକ ଦେବା ପାଇଁ ଭୋଟ୍‍ ପଡ଼ିବ। ଦଳ, ବଳ ଓ କଳ ସବୁ ଏକାଠି ହୋଇ ସାରିଲେଣି। ଆଉ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଆରମ୍ଭ ହୋଇଗଲାଣି ଭୋଟ୍‍ରଙ୍କୁ ପ୍ରଭାବିତ କରିବା ପ୍ରକ୍ରିୟା। ଏ ଭିତରେ କିନ୍ତୁ ବିଜେଡିର ପ୍ରାର୍ଥୀଙ୍କୁ ହାଇଜାକ୍‍ କରି ବିଜେପି ଖସୁଥିବା ଭଳି ଜଣାପଡ଼ୁଛି, ପୂର୍ବ ନିର୍ବାଚନରେ ଭୋଟ୍‍ ବିଭାଜନକାରୀ ଥିବା ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ହଜମ କରିପାରୁନାହିଁ। ଆଉ ବିଜେଡି … Continue reading The three parties’ Nuapada strategies are changing. II ବଦଳୁଛି ତିନି ଦଳର ନୂଆପଡ଼ା ରଣନୀତି