ରାଜ୍ୟ ରାଜନୀତିରେ ‘ଏଆଇ’ ର ଆତଙ୍କ: ଗଣତନ୍ତ୍ର ନା ଡିଜିଟାଲ୍ ପ୍ରହସନ? || The terror of ‘AI’ in state politics: Democracy or digital farce?

ଗଣତନ୍ତ୍ରର ସଂଜ୍ଞା କଣ? ଜନତାଙ୍କ ପାଖକୁ ଯିବା, ସେମାନଙ୍କ ସୁଖ-ଦୁଃଖ ବୁଝିବା, ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ଶୁଣିବା ଏବଂ ସେହି ଆଧାରରେ ବିକାଶର ପ୍ରସଙ୍ଗ ଉଠାଇ ନିର୍ବାଚନ ଲଢ଼ିବା— ବୋଧହୁଏ ଏହି ସବୁ କଥା ଏବେ ଇତିହାସର ପୃଷ୍ଠାରେ ସୀମିତ ହୋଇ ରହିଗଲାଣି। କାରଣ ଓଡ଼ିଶା ରାଜନୀତିରେ ଏବେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏଠାରେ ଏବେ ‘ଜନବଳ’ ବା ଜନସାଧାରଣଙ୍କ ସମର୍ଥନ ଅପେକ୍ଷା ‘ଟେକ୍ନୋଲୋଜିର ବଳ’ ଅଧିକ ପ୍ରଭାବଶାଳୀ ସାଜିଛି। ଭୋଟରଙ୍କ … Continue reading ରାଜ୍ୟ ରାଜନୀତିରେ ‘ଏଆଇ’ ର ଆତଙ୍କ: ଗଣତନ୍ତ୍ର ନା ଡିଜିଟାଲ୍ ପ୍ରହସନ? || The terror of ‘AI’ in state politics: Democracy or digital farce?