The symbol of 352 seats: ‘Brand Modi’ || ୩୫୨ ଆସନର ସଙ୍କେତ: ‘ବ୍ରାଣ୍ଡ ମୋଦୀ’

ଭାରତୀୟ ରାଜନୀତିରେ କେତେକ ବର୍ଷ ନିର୍ଣ୍ଣାୟକ ହୋଇଥାଏ। ୨୦୨୫ ସେହିପରି ଏକ ବର୍ଷ—ଯେଉଁଠି ନିର୍ବାଚନୀ ଫଳାଫଳ, ସାମାଜିକ ମନୋଭାବ ଓ ରାଜନୈତିକ ଧାରା ଏକ ସ୍ପଷ୍ଟ ଦିଗରେ ଗତି କରୁଥିବା ପରି ଦେଖାଗଲା। ବିଜେପି ନେତୃତ୍ୱାଧୀନ ଏନଡିଏ ପାଇଁ ଏହି ସମୟ ରହିଲା ଆତ୍ମବିଶ୍ୱାସର। ଦିଲ୍ଲୀ ଓ ବିହାର ଭଳି ରାଜ୍ୟରେ ବିଜୟ, ଏବଂ ବିଏମସି ଓ ମହାରାଷ୍ଟ୍ର ପୌର ନିର୍ବାଚନରେ ନିର୍ଣ୍ଣାୟକ ସଫଳତା—ଏସବୁ ମିଶି ୨୦୨୫କୁ ଏନଡିଏ ପାଇଁ ଏକ ଉଜ୍ଜ୍ୱଳ ରାଜନୈତିକ ଅଧ୍ୟାୟ କରିଥିଲା। … Continue reading The symbol of 352 seats: ‘Brand Modi’ || ୩୫୨ ଆସନର ସଙ୍କେତ: ‘ବ୍ରାଣ୍ଡ ମୋଦୀ’