ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା ନଦୀ ବନ୍ୟାଜଳ, ୪୮ ପଞ୍ଚାୟତ ପ୍ରଭାବିତ ଓ ଶତାଧିକ ଗାଁ ଜଳମୟ || The Suranarekha River has crossed the danger mark and is in floodwaters, 48 ​​panchayats are affected and hundreds of villages are under water.

ଉପରମୁଣ୍ଡ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଏବଂ ଗାଲୁଡିହି ବ୍ୟାରେଜ୍‌ରୁ ବନ୍ୟାଜଳ ଛଡ଼ାଯିବା ଫଳରେ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀ ସୁବର୍ଣ୍ଣରେଖାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲ୍ଲାର ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଙ୍କେତ (୧୦.୩୬ ମିଟର) ଟପି ୧୧ ମିଟରରୁ ଅଧିକ ଉଚ୍ଚରେ ପ୍ରବାହିତ ହେଉଛି। ଫଳରେ ଜିଲ୍ଲାର ଭୋଗରାଇ, ବାଲିଆପାଳ, ବସ୍ତା ଏବଂ ଜଳେଶ୍ୱର ବ୍ଲକ୍‌ର ପ୍ରାୟ ୪୮ଟି ପଞ୍ଚାୟତ ବନ୍ୟାଜଳରେ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଶତାଧିକ … Continue reading ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା ନଦୀ ବନ୍ୟାଜଳ, ୪୮ ପଞ୍ଚାୟତ ପ୍ରଭାବିତ ଓ ଶତାଧିକ ଗାଁ ଜଳମୟ || The Suranarekha River has crossed the danger mark and is in floodwaters, 48 ​​panchayats are affected and hundreds of villages are under water.