The story of two goddesses, whose mounts are donkeys ।। ଦୁଇ ଦେବୀଙ୍କ କାହାଣୀ,ଯାହାଙ୍କ ବାହନ ଗଧ

ହିନ୍ଦୁ ଦେବାଦେବୀଙ୍କର ବାହନ ରହିଛି । ଦେବୀ ଦୁର୍ଗାଙ୍କର ଯଦି ବାହାନ ସିଂହ ତେବେ ଦେବୀ ସରସ୍ୱତୀଙ୍କ ବାହନ ହେଉଛି ହଂସ । କିନ୍ତୁ ଏଭଳି ଦୁଇ ଦେବୀ ଅଛନ୍ତି,ଯାହାଙ୍କ ବାହାନ ହେଉଛି ଗଧ । ଭାରତୀୟ ସଂସ୍କୃତି ଅନୁସାରେ, ଦେବୀମାନଙ୍କର ଏହି ବାହନ ଆଶ୍ଚର୍ଯ୍ୟଜନକ ମନେ ହୁଏ, କିନ୍ତୁ ଗଧକୁ ସେମାନେ ନିଜର ବାହନ କାହିଁକି ବାଛିଲେ, ଏହା ପଛରେ ଏକ କାହାଣୀ ଓ ପ୍ରତୀକ ରହିଛି। ହାଡଫୁଟି ଓ ମିଳିମିଳା ଭଳି ରୋଗରୁ ମୁକ୍ତି … Continue reading The story of two goddesses, whose mounts are donkeys ।। ଦୁଇ ଦେବୀଙ୍କ କାହାଣୀ,ଯାହାଙ୍କ ବାହନ ଗଧ