ମୁନା ଶୁକ୍ଲାର କାହାଣୀ, ଯିଏ ହାତରେ ପଇତା ଧରି ଆରଜେଡି ନେତାଙ୍କ ହତ୍ୟା ପାଇଁ ନେଇଥିଲା ଶପଥ

ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ବରିଷ୍ଠ ନେତା ତଥା ତିନିଥର ବିଧାୟକ ଓ ମନ୍ତ୍ରୀ ରହିଥିବା ବୃଜବିହାରୀ ପ୍ରସାଦଙ୍କ ହତ୍ୟା ମାମଲା ୨୬ ବର୍ଷ ପରେ ପୁଣିଥରେ ଚର୍ଚ୍ଚାରେ ଆସିଛି। ଏହା ସହିତ ପୂର୍ବତନ ବିଧାୟକ ତଥା ବାହୁବଳୀ ମୁନ୍ନା ଶୁକ୍ଳା ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ମୁନ୍ନା ଶୁକ୍ଳା ବୃଜବିହାରୀ ପ୍ରସାଦ ହତ୍ୟାକାଣ୍ଡରେ ଜଡ଼ିତ ଥିଲେ ଏବଂ ଏହି ମାମଲାରେ ପାଟଣା ହାଇକୋର୍ଟ ଅକ୍ଟୋବର ୨୦୨୪ରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା। ଯଦିଓ ହାଇକୋର୍ଟର ନିଷ୍ପତ୍ତି … Continue reading ମୁନା ଶୁକ୍ଲାର କାହାଣୀ, ଯିଏ ହାତରେ ପଇତା ଧରି ଆରଜେଡି ନେତାଙ୍କ ହତ୍ୟା ପାଇଁ ନେଇଥିଲା ଶପଥ