The story of Champa Raspeda is unique ।। ଚମ୍ପା ରସ୍ପେଦାଙ୍କ କଥା ହିଁ କିଛି ନିଆରା।
ଚମ୍ପା ରସ୍ପେଦାଙ୍କ କଥା ହିଁ କିଛି ନିଆରା। ମାଲକାନଗିରି ବଣ୍ଡା ଘାଟିରୁ ଆସି ନିଟ ପରୀକ୍ଷା ଦେଇ ଫକୀର ମୋହନ ମେଡିକାଲ କଲେଜରେ ନାମ ଲେଖାଇବା ଏକ କାଳ୍ପନିକ କାହାଣୀ ଲାଗିପାରେ। କିନ୍ତୁ ତାହା ସମ୍ଭବ ହୋଇପାରିଛି ଏହି ଦିଦାୟୀ ଆଦିବାସୀ ସଂପ୍ରଦାୟର ଝିଅଟି ପକ୍ଷରେ। ଦିଦାୟୀ ହେଉଛନ୍ତି ଏକ ଭେଦ୍ୟ ଆଦିବାସୀ ଗୋଷ୍ଠୀ ବା ଭଲନେରବଲ୍ ସମ୍ପ୍ରଦାୟ।ଅର୍ଥ : ବିଲୁପ୍ତ ହେବାର ଆଶଙ୍କା। ଚମ୍ପାଙ୍କ ଡାକ୍ତର ହେବାର ଆଶା ତ ପୂରା ମଉଳି ଯାଇଥିଲା ଯେତେବେଳେ … Continue reading The story of Champa Raspeda is unique ।। ଚମ୍ପା ରସ୍ପେଦାଙ୍କ କଥା ହିଁ କିଛି ନିଆରା।
Copy and paste this URL into your WordPress site to embed
Copy and paste this code into your site to embed