୨୨ ମାସ ପରେ ଜିଲ୍ଲା ଯୋଜନା ବୋର୍ଡକୁ ମିଳିଲେ ଅଧ୍ୟକ୍ଷ;କେବେ ହେବ ରାଜନୈତିକ ଥଇଥାନ? || The State Planning Board and Corporation are in a state of disarray, when will they get political rehabilitation?

ରାଜ୍ୟରେ ଶାସନ କ୍ଷମତା ପରିବର୍ତ୍ତନ ହେବା ଏବଂ ନୂତନ ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବାର ଦୀର୍ଘ ୨୨ ମାସ ବିତିଯାଇଛି। ସରକାରୀ କଳକୁ ଅଧିକ କ୍ରିୟାଶୀଳ ଏବଂ ଲୋକାଭିମୁଖୀ କରିବା ପାଇଁ ଶେଷରେ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ‘ଜିଲ୍ଲା ଯୋଜନା ବୋର୍ଡ’ (District Planning Board) କୁ ପୁନର୍ଗଠନ କରାଯାଇ ନୂଆ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏଥିରେ ୪ ଜଣ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୨୬ … Continue reading ୨୨ ମାସ ପରେ ଜିଲ୍ଲା ଯୋଜନା ବୋର୍ଡକୁ ମିଳିଲେ ଅଧ୍ୟକ୍ଷ;କେବେ ହେବ ରାଜନୈତିକ ଥଇଥାନ? || The State Planning Board and Corporation are in a state of disarray, when will they get political rehabilitation?