ଅପରାଧୀଙ୍କ କବଳରେ ରାଜ୍ୟ ମୁଖ୍ୟମନ୍ତ୍ରୀ ବଂଶୀ ବଜାଉଛନ୍ତି || The state Chief Minister is playing the flute in the hands of criminals.

ଓଡ଼ିଶାରେ ବର୍ତ୍ତମାନର ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜନୀତିକ ଚର୍ଚ୍ଚା ଜୋରଦାର ହୋଇଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହତ୍ୟା, ମାଫିଆ ଆତଙ୍କ ଓ ଅପରାଧ ସମ୍ବନ୍ଧୀୟ ଘଟଣା ସାମ୍ନାକୁ ଆସିବା ପରେ ବିରୋଧୀ ଦଳ ମୋହନ ମାଝୀ ସରକାରକୁ ଟାର୍ଗେଟ୍ କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି। ବାଲିଅନ୍ତା, ନୟାଗଡ଼, ଝାରସୁଗୁଡ଼ା ଓ ରାୟଗଡ଼ାର ଘଟଣାଗୁଡ଼ିକୁ ନେଇ ଏବେ ଚର୍ଚ୍ଚା ହେଉଛି ଯେ, ରାଜ୍ୟରେ ଅପରାଧୀମାନଙ୍କ ମନୋବଳ … Continue reading ଅପରାଧୀଙ୍କ କବଳରେ ରାଜ୍ୟ ମୁଖ୍ୟମନ୍ତ୍ରୀ ବଂଶୀ ବଜାଉଛନ୍ତି || The state Chief Minister is playing the flute in the hands of criminals.