ଶଙ୍ଖ କ୍ଷେତ୍ରରୁ ବିଦ୍ରୋହର ଶଙ୍ଖନାଦ! || The sound of rebellion from the conch fields!

ଯାହା ଆଶା କରାଯାଉଥିଲା, ଯାହା ଭିତରେ ଭିତରେ କୁହୁଳୁଥିଲା, ତାହା ସାମାନ୍ୟ ବିଳମ୍ବରେ ହେଲେ ବି ଏବେ ଆରମ୍ଭ ହୋଇଯାଇଛି। ଆଉ ଯାହା ହୋଇଛି, ତାହା ହେଉଛି ଏକ ବଡ଼ ଧରଣର ରାଜନୈତିକ ବିସ୍ଫୋରଣ ଓ ଖୋଲା ବିଦ୍ରୋହ! ଏହି ବିଦ୍ରୋହର ଶଙ୍ଖନାଦ ଅନ୍ୟ କେଉଁଠୁ ନୁହେଁ, ବରଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଶଙ୍ଖକ୍ଷେତ୍ର ପୁରୀରୁ ହିଁ ଆରମ୍ଭ ହୋଇଛି। ଆଉ ଏହି ବିଦ୍ରୋହ କୌଣସି ସାଧାରଣ ନେତାଙ୍କ ବିରୋଧରେ ନୁହେଁ, ଏହି ବିଦ୍ରୋହ ହେଉଛି ଓଡ଼ିଶାକୁ … Continue reading ଶଙ୍ଖ କ୍ଷେତ୍ରରୁ ବିଦ୍ରୋହର ଶଙ୍ଖନାଦ! || The sound of rebellion from the conch fields!