The second generation of BJD is losing trust.।। ଆସ୍ଥା ହରାଉଛନ୍ତି ବିଜେଡିର ଦ୍ୱିତୀୟ ପିଢ଼ି
ରାଜ୍ୟର ସର୍ବବୃହତ୍ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଉପରୁ କ୍ରମଶଃ ଦ୍ୱିତୀୟ ପିଢ଼ିର ନେତା ଆସ୍ଥା ହରାଉଛନ୍ତି। ଏହାର ଅନେକ ଉଦାହରଣ ରହିଛି। ସଦ୍ୟତମ ଉଦାହରଣ ହେଉଛନ୍ତି ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ। ପ୍ରୟାସକାନ୍ତି ଦଳର ପ୍ରାଥମିକ ସଦସ୍ୟପଦରୁ ଗତକାଲି ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ନିକଟରେ ଦଳର ଗଠନ ହୋଇଥିବା ସାଂଗଠନିକ କମିଟିରେ ଯୁବବର୍ଗଙ୍କୁ ଧ୍ୟାନ ଦିଆନଯିବାକୁ ନେଇ ବରିଷ୍ଠ ନେତାଙ୍କ ପୁଅମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ସ୍ପଷ୍ଟ … Continue reading The second generation of BJD is losing trust.।। ଆସ୍ଥା ହରାଉଛନ୍ତି ବିଜେଡିର ଦ୍ୱିତୀୟ ପିଢ଼ି
Copy and paste this URL into your WordPress site to embed
Copy and paste this code into your site to embed