RSS Sangh, which started as a voluntary organization, is a great success today ।। ୫ ସ୍ୱୟଂ ସେବକରୁ ଆରମ୍ଭ ହୋଇଥିବା ସଂଘ ଆଜି ମହାଦ୍ରୁମ

୫ ସ୍ୱୟଂ ସେବକରୁ ଆରମ୍ଭ ହୋଇଥିବା ସଂଘ ଆଜି ମହାଦ୍ରୁମ, ୪୦ ଦେଶରେ ଶାଖା। ତାରିଖ ଥିଲା ୨୭ ସେପ୍ଟେମ୍ବର ୧୯୨୫ । ସ୍ଥାନ- ମୁମ୍ବାଇର ମୋହିତେର ବାଡ଼  ବିଜୟାଦଶମୀ । ଏହି ଦିନ ଡକ୍ଟର କେଶବ ବଳୀରାମ ହେଡଗେୱାର ପାଞ୍ଚ ସ୍ୱୟଂସେବକଙ୍କ ସହ ମିଶି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୂଳଦୁଆ ରଖିଥିଲେ। ସେତେବେଳେ ଅନେକ ଲୋକ ହେଡଗେୱାକରଙ୍କୁ ଥଟା କରିଥିଲେ ଓ କହିଥିଲେ ଯେ ସେ, ବାଳକମାନଙ୍କୁ ନେଇ କ୍ରାନ୍ତି କରିବାକୁ ଆସିଛନ୍ତି। ସେତେବେଳେ କେହି … Continue reading RSS Sangh, which started as a voluntary organization, is a great success today ।। ୫ ସ୍ୱୟଂ ସେବକରୁ ଆରମ୍ଭ ହୋଇଥିବା ସଂଘ ଆଜି ମହାଦ୍ରୁମ