The rupee has touched Rs 89.24 against the dollar || ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୯ଟଙ୍କା.୨୪ପଇସାରେ ପହଞ୍ଚିଛି

ଗୁରୁବାର ପ୍ରାରମ୍ଭିକ କାରବାରରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୨ ପଇସା ହ୍ରାସ ପାଇ ୮୯ଟଙ୍କା ୨୪ ପଇସାରେ ପହଞ୍ଚି ଦୁର୍ବଳ ରହିଛି। କାରଣ ଆମଦାନୀକାରୀଙ୍କ ଦ୍ୱାରା ଆମେରିକୀୟ ମୁଦ୍ରାର ଚାହିଦା ବୃଦ୍ଧି ପାଇଛି। ଫରେକ୍ସ ବ୍ୟବସାୟୀଙ୍କ ଅନୁଯାୟୀ, ଘରୋଇ ଷ୍ଟକ୍ ବଜାରକୁ ବିଦେଶୀ ପୁଞ୍ଜିର ନୂତନ ପ୍ରବେଶ ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବାରୁ ଟଙ୍କାକୁ ସମର୍ଥନ ମିଳିଛି। ଆନ୍ତଃବ୍ୟାଙ୍କ ବିଦେଶୀ ମୁଦ୍ରା ବଜାରରେ, ଟଙ୍କା ୮୯ ଟଙ୍କା.୧୯ ପଇସାରେ … Continue reading The rupee has touched Rs 89.24 against the dollar || ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୯ଟଙ୍କା.୨୪ପଇସାରେ ପହଞ୍ଚିଛି