କୁମ୍ଭମେଳା ପ୍ରତି ଗୋଟିଏ ବର୍ଗର ଘୃଣାର ମୂଳ କାରଣ କ’ଣ?

        ଡ. ସମନ୍ୱୟ ନନ୍ଦ ଉତ୍ତର ପ୍ରଦେଶର ପବିତ୍ର ନଗରୀ ପ୍ରୟାଗରାଜଠାରେ ଆୟୋଜିତ ହୋଇଥିବା କୁମ୍ଭମେଳା ସମାପ୍ତ ହୋଇଛି। ୧୩ ଜାନୁଆରୀଠାରୁ ଆରମ୍ଭ ହୋଇଥିବା ଓ ୪୫ ଦିନ ଧରି ଚାଲିଥିବା ଏହି କୁମ୍ଭମେଳା ବାସ୍ତବରେ ଭବ୍ୟ ଓ ଦିବ୍ୟ ଥିଲା। ଏଥିରେ ସାରାଭାରତ ଓ ଭାରତ ବାହାରୁ ୬୦ କୋଟିରୁ ଉର୍ଦ୍ଧ୍ୱ ଲୋକମାନେ ଆସି ଗଙ୍ଗା- ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ଼ ପକାଇଛନ୍ତି । ସାରାବିଶ୍ୱରେ … Continue reading କୁମ୍ଭମେଳା ପ୍ରତି ଗୋଟିଏ ବର୍ଗର ଘୃଣାର ମୂଳ କାରଣ କ’ଣ?