ଆମ ନିଜ ମାଟିରେ, ଭାରତରେ ପ୍ରସ୍ତୁତ ଏକ ଅତ୍ୟାଧୁନିକ ସ୍ୱଦେଶୀ ଷ୍ଟ୍ରାଇକ୍ ଡ୍ରୋନ୍— ଯାହାର ନାମ ରହିଛି ‘ଦିବ୍ୟାସ୍ତ୍ର MK2’। ଆଜିର ଆଧୁନିକ ଯୁଦ୍ଧରେ ଡ୍ରୋନ୍ର ଶକ୍ତି କାହାକୁ ବୁଝାଇବା କୌଣସି ଆବଶ୍ୟକତା ନାହିଁ। ତୁର୍କୀରୁ ଆରମ୍ଭ କରି ୟୁକ୍ରେନ୍ ଏବଂ ମଧ୍ୟପ୍ରାଚ୍ୟ ପର୍ଯ୍ୟନ୍ତ, ସବୁଠାରେ ଏହା ପ୍ରମାଣିତ ହୋଇସାରିଛି ଯେ କିପରି ଅପେକ୍ଷାକୃତ ଶସ୍ତା ଡ୍ରୋନ୍ଗୁଡ଼ିକ କୋଟିକୋଟି ଡଲାରର ମିଲିଟାରୀ ଆସେଟ୍ ଏବଂ ଟ୍ୟାଙ୍କଗୁଡ଼ିକୁ ମାଟିରେ ମିଶାଇ ଦେଇପାରନ୍ତି। ଇରାନର ‘ଶହିଦ୍’ ଡ୍ରୋନ୍ ଯୁଦ୍ଧକ୍ଷେତ୍ରର ସମୀକରଣକୁ … Continue reading The roar of ‘Divyastra MK2’ in the skies II ଆକାଶରେ ‘ଦିବ୍ୟାସ୍ତ୍ର MK2’ର ଗର୍ଜନ: ଡ୍ରୋନ୍ ଯୁଦ୍ଧରେ ବଦଳି ଯାଉଛି ଭାରତର ରଣନୀତି
Copy and paste this URL into your WordPress site to embed
Copy and paste this code into your site to embed